ଯୁବତୀଷ୍ଟା
=== ସଂସ୍କୃତ - ବିଶେଷ୍ୟ - (ଯୁବତୀ+ଇଷ୍ଟ+ଆ)
ସ୍ୱର୍ଣ୍ଣ ଯୂଥିକା; ହଳଦୀଆ ଯୂଇ ଫୁଲ — A sort of yellow tiny Jasmine.