ଯୁବନାଶ୍ୱ
ଦେଖଣା
ଯୁବନାଶ୍ୱ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ସୂର୍ଯ୍ୟବଂଶୀୟ ଜନୈକ ରାଜା; ମାନନ୍ଧାତାଙ୍କ ପିତା — ୧. Name of a king of the Solar dynasty of ancient India.
[ଦ୍ରଷ୍ଟବ୍ୟ —ଏହାଙ୍କ ପିତା ପ୍ରସେନଜିତ୍ ଓ ମାତା ଗୌରୀ ଏ ସତ୍ୟଯୁଗରେ, ମତାନ୍ତରରେ ତ୍ରେତା ଯୁଗରେ, ରାଜତ୍ୱ କରୁ— ଥିଲେ; କାରଣ, ଏହାଙ୍କର ପୁତ୍ର ମାନ୍ଧାତା ସତ୍ୟ ଯୁଗର ଷଟ୍ଚକ୍ରବର୍ତ୍ତୀ ମଧ୍ୟରୁ ଜଣେ ବୋଲି ଶାସ୍ତ୍ରରେ ଲେଖା ଅଛି ଓ କ୍ରେତା ଯୁଗରେ ରାଜା ହରିଦାସ ଓ ରାଜା ମୁଚୁକୁନ୍ଦଙ୍କ ରାଜତୃର ମଧ୍ୟରେ ଏ ରାଜତ୍ୱ କରିଥିବାର ଉଲ୍ଲେଖ ଅଛି ସମ୍ଭବତଃ ଦୁଇଜ ଏହି ନାମଧାରୀ ହୋଇଥିବେ]
- ୨. (ରାମାୟଣ) ରାଜା ଧୁନ୍ଦୁମାନଙ୍କ ଏକ ପୁତ୍ର (ହିନ୍ଦୀ - ଶ) —୨. Name of a son of king Dhundumāra.