Jump to content

ଯୁବାବୟସିଆ

ଉଇକିଅଭିଧାନ‌ରୁ

ଯୁବାବୟସିଆ

ଉଚ୍ଚାରଣ

[ସମ୍ପାଦନା]
[ଯୁବାବୟସୀ—ସ୍ତ୍ରୀ] 

ଅନୁବାଦ

[ସମ୍ପାଦନା]

(ଯୁବା ବଅ[ଏ]ସିଆ—ପୁଂ, ଯୁବା ବାଅ (ଏ) ସୀ—ସ୍ତ୍ରୀ ଗ୍ରାମ୍ୟରୂପ

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଯୁବାବସ୍ଥାପ୍ରାପ୍ତ —୧. Youthful; young.
୨. ଯୁବାକାଳିଆ (ଦେଖ) - — ୨. J̄ubākāḻiā (See)