ଯୁବା କନ୍ୟା
ଦେଖଣା
ଯୁବା କନ୍ୟା
ଉଚ୍ଚାରଣ
[ସମ୍ପାଦନା](ଯୁବା ଝିଅ—ଅନ୍ୟରୂପ)
[ଯୁବାଝୁଅ—ଗ୍ରାମ୍ୟରୂପ]
ଅନୁବାଦ
[ସମ୍ପାଦନା]ଯୁବା କନ୍ୟା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ରଜସ୍ୱଳା କନ୍ୟା; ଯୁବତୀ କନ୍ୟା; ବଢ଼ିଲା ଝିଅ —A grown up daughter; a daughter who has attained puberty.
[ଉ—ଯାହା ଘରେ ରହେ ଯୁବା ଝିଅ, ବିନା ନିଆଁରେ ପୋଡ଼େ ତା ଦିହ—ଢଗ]