Jump to content

ଯୁବ ଖଳତି

ଉଇକିଅଭିଧାନ‌ରୁ

ଯୁବ ଖଳତି

ଉଚ୍ଚାରଣ

[ସମ୍ପାଦନା]
(ଯୁବ ଖଳତୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - ଓ ସ୍ତ୍ରା

[ସମ୍ପାଦନା]

ଯୌବନରେ ଇନ୍ଦ୍ରଲୁପ୍ତ ନାମକ ରୋଗଯୁକ୍ତ (ଲୋକ); ଯୁବାକାଳରେ ଯାହାର ମୁଣ୍ଡ ଟାଙ୍ଗରା ହୋଇ ଯାଇଥାଏ, ବା ଶିଆଳି ଖାଇ ଥାଏ —Bald while youth.