ଯୁଯୁକ୍ଷମାଣ
ଦେଖଣା
ଯୁଯୁକ୍ଷମାଣ
ଉଚ୍ଚାରଣ
[ସମ୍ପାଦନା](ଯୁଯୁକ୍ଷମାଣା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଯୁଜ୍ ଧାତୁ=ସମାଧିସ୍ଥ ହେବା+ ଇଚ୍ଛାର୍ଥେ. ଦ୍ୱିତ୍ୱ ବା ସନ୍=ଯୁପୁକ୍ଷ ଧାତୁ+ କର୍ତ୍ତୃ. ଆନ)
[ସମ୍ପାଦନା]- ୧. ଯୋଗସାଧନ କରିବାକୁ ଅଭିଳାଷୀ —୧. Wishing to perform spiritual communion with the Divinity.
- ୨. ମକ୍ତିପାଇଁ ଅଭିଳାଷୀ —୨. Desiring salvation.
- ୩. ଧାର୍ମିକ —୩. Devout; pious.
- ୪. ମିଳନେଚ୍ଛୁ — ୪. Wishing to join or unite.