Jump to content

ଯୁଯୁତ୍ସୁ

ଉଇକିଅଭିଧାନ‌ରୁ

ଯୁଯୁତ୍ସୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଯୁଧ୍ ଧାତୁ+ସନ=ଯୁଯୁତ୍ସ ଧାତୁ+ଭାବ. ଅ+ ଉ)

[ସମ୍ପାଦନା]
୧. ରଣକରଣେଚ୍ଛୁ —୧. Wishing to fight; pugnacious.
୨. ଶତ୍ରୁତା କରିବାକୁ ଇଚ୍ଛୁକ —୨. Of hostile intentions.
୩. ଦୁରାଶାନ୍ୱିତ —୩. Ambitious.

ବିଶେଷ୍ୟ -

[ସମ୍ପାଦନା]
୧. ଯୋଦ୍ଧା — ୧. Warrior; combatant.
୨. ଧୃତରାଷ୍ଟ୍ରଙ୍କ ଔରସରେ ବୈଶ୍ୟାଗର୍ଭଜାତ ପୁତ୍ର ବିଶେଷ —୨. Name of an illegitimate son of Dhṛutarāshṭra.

[ଦ୍ରଷ୍ଟବ୍ୟ —ଧୃତରାଷ୍ଟ୍ରଙ୍କର ଦୁର୍ଯ୍ୟୋଧନାଦି ପୁତ୍ରମାନଙ୍କ ପରି ଏ ଅଧର୍ମାଚାରୀ ନ ଥିଲେ କୁରୁକ୍ଷେତ୍ର ଯୁଦ୍ଧରେ ଏ କରୁ ସୈନ୍ୟଙ୍କ ସହିତ ଯୁଦ୍ଧଭୂମିରେ ଉପସ୍ଥିତ ଥିଲେ କୌରବ— ପକ୍ଷୀୟ କୌଣସି ବୀର ପାଣ୍ଡବ ପକ୍ଷ ଅବଲମ୍ୱନ କଲେ ତାଙ୍କୁ

ପାଣ୍ଡବ ପକ୍ଷ ମହାସମାଦରରେ ଗ୍ରହଣ କରିବେ ବୋଲି ଯୁଧିଷ୍ଠିର ଘୋଷଣା କରିବାରୁ ଯୁଯୁତ୍ସୁ ପାଣ୍ଡବମାନଙ୍କର ଆଶ୍ରୟ ଗ୍ରହଣ କଲେ ଯୁଦ୍ଧାନ୍ତେ ଧୃତରାଷ୍ଟ୍ରଙ୍କର ପୁତ୍ର ମଧ୍ୟରୁ ଏ ଏକମାତ୍ର ଜୀବିତ ରହିଥିଲେ ଯୁଧିଷ୍ଠିର ସଂସାର ପରିତ୍ୟାଗ କରି ତପସ୍ୟା କରିବା ପାଇଁ ଭାଇମାନଙ୍କ ନେଇ ହିମାଳୟକୁ ଯିବା ସମୟରେ ଅଭିମନ୍ୟୁଙ୍କ ପୁତ୍ର ନାବାଳକ ପରୀକ୍ଷିତଙ୍କୁ ରାଜ୍ୟଭାର ଦେଇ ଯୁଯୁତ୍ସୁଙ୍କୁ ପ୍ରତିନିଧି ପଦରେ ନିଯୁକ୍ତ କରି ଯାଇଥିଲେ]