ଯୁଯୁଧାନ
ଦେଖଣା
ଯୁଯୁଧାନ
ଉଚ୍ଚାରଣ
[ସମ୍ପାଦନା](ଯୁଯୁଧାନା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଯୁଧ୍ ଧାତୁ+ପୁନଃ ଅର୍ଥରେ ଯୁଯୁଧ୍ ଧାତୁ+କର୍ତ୍ତୃ. ଆନ୍)
[ସମ୍ପାଦନା]ଯୁଦ୍ଧରେ ବାପୃତ — Fighting; engaged in war.
ବିଶେଷ୍ୟ -
[ସମ୍ପାଦନା]- ୧. ଯୋଦ୍ଧା —୧. Warrior.
- ୨. କ୍ଷତ୍ରିୟ — ୨. A person of the warrior caste.
- ୩. ଇନ୍ଦ୍ର —୩. Indra.
- ୪. ପାଣ୍ଡବସଖା ସାତ୍ୟକି — ୪. Sātyaki; an ally of Pāṇḍaba brothers.