ଯୁଷ୍ମଦୀୟ
ଦେଖଣା
ଯୁଷ୍ମଦୀୟ
ଉଚ୍ଚାରଣ
[ସମ୍ପାଦନା](ଯୁଷ୍ମଦୀୟା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ଯୁଷ୍ମଦ୍+ସମ୍ୱନ୍ଧାର୍ଥେ ଈୟ)
[ସମ୍ପାଦନା]- ୧. ତୁମ୍ଭର; ତୁମ୍ଭ— ମାନଙ୍କର —୧. Your; of you; yours; thy; thine.
- ୨. ତୁମ୍ଭ ବା ତୁମ୍ଭମାନଙ୍କ ସମ୍ୱନ୍ଧୀୟ —୨. Relating to you.
[ଦ୍ରଷ୍ଟବ୍ୟ —ଏକ ବଚନରେ ଯୁଷ୍ମଦ୍ ଶବ୍ଦରେ ୟ 'ଈୟ' ପ୍ରତ୍ୟୟ କଲେ 'ଯୁଷ୍ମଦ୍' ସ୍ଥାନରେ ତ୍ୱତ୍ ଓ ଅସ୍ମଦ୍ ସ୍ଥାନରେ ମତ୍ ଆଦେଶ ହୋଇ ଯାଥାକ୍ରମେ ତ୍ୱଦୀୟ ଓ ମଦୀୟ ଶବ୍ଦ ନିଷ୍ପନ୍ନ ହୁଏ ବହୁବଚନରେ ଯୁଷ୍ମଦୀୟ ଓ ଅସ୍ମଦୀୟର ବ୍ୟବହାର ଦେଖାଯାଏ