Jump to content

ଯୁଷ୍ମଦ୍

ଉଇକିଅଭିଧାନ‌ରୁ

ଯୁଷ୍ମଦ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ସର୍ବ (ଯୁଶ୍ ଧାତୁ=ସେବା କରିବା+କର୍ତ୍ତୃ ମଦ୍; ମଧ୍ୟମ ପୁରୁଷ ବାଚକ)

[ସମ୍ପାଦନା]

ତୁମ୍ଭେ —you.

[ଦ୍ରଷ୍ଟବ୍ୟ — ଏହାର ସ୍ୱତନ୍ତ୍ର ବ୍ୟବହାର ଓଡ଼ିଆରେ ନାହିଁ, କିନ୍ତୁ ସଂସ୍କୃତଜ୍ଞତାଭିମାନୀ ମାନେ ଓଡ଼ିଆଭାଷାରେ ଏଥି ସଙ୍ଗେ ଅନ୍ୟ ପଦକୁ ସମାସଯୁକ୍ତ କରି ଏହା ଲଗାଇ ବ୍ୟବହାର କରନ୍ତି ଯଥା— ଯୁଷ୍ମତ୍ସକାଶାତ୍=ଆପଣଙ୍କ ନିକଟରୁ ଯୁଷ୍ମତ୍ପିତା=ତୁମ୍ଭପିତା ଯୁଷ୍ମଦାଦି=ତୁମ୍ଭେ ଓ ଅନ୍ୟମାନେ ଯୁଷ୍ମଦ୍ଗୃହ=ତୁମ୍ଭ ଘର ଯୁଷ୍ମତପ୍ରେରିତ=ତୁମ୍ଭ ପ୍ରେରିତ ଯୁଷ୍ମତ୍ପ୍ରେମ=ତୁମ୍ଭ ପ୍ରେମ]