Jump to content

ଯୂକ

ଉଇକିଅଭିଧାନ‌ରୁ

ଯୂକ

ଉଚ୍ଚାରଣ

[ସମ୍ପାଦନା]
(ଯୂକା—ସ୍ତ୍ରୀ) 

ସ. ବିଶେଷ୍ୟ - ପୁଲିଙ୍ଗ - (ଯୁ ଧାତୁ=ମିଶିବା+କର୍ତ୍ତୃ. କ୍ୱିପ୍, କ ଯୋଗ, ଉ ସ୍ଥାନରେ ଊ; ଯାହା କେଶ ସଙ୍ଗେ ମିଶିଯାଏ)

[ସମ୍ପାଦନା]

ମତକୁଣ; ଉକୁଣୀ —Louse.