Jump to content

ଯୂତି

ଉଇକିଅଭିଧାନ‌ରୁ

ଯୂତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି(ଯୂ ଧାତୁ=ମିଶ୍ରିତ କରିବା+ଭାବ.ତି;ଉ=ଊ, ନିପାତନ)

[ସମ୍ପାଦନା]
୧. ଏକତ୍ରୀକରଣ;ମିଶ୍ରଣ —୧. Mixing;mixture.
୨. ସଂଯୋଗ —୨. Union.
୩. (ଗଣିତ) ସଙ୍କଳନ;ଯୋଗ — ୩. (Arithmetic) Addition.