Jump to content

ଯୂଥୀ

ଉଇକିଅଭିଧାନ‌ରୁ

ଯୂଥୀ

ଉଚ୍ଚାରଣ

[ସମ୍ପାଦନା]

(ଯୂଥି[ଥୀ]କା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ମାଗଧୀ କୁସୁମ; ଯୂଇ (ଦେଖ) - ୧. A sort of jasmine; J̄asminum Auriculatum.
୨. ଅକାନ— ବିନ୍ଧି ବା ପାଠାଲତା —୨. Name of a medicinal plant; Stephania Hernandifolia.
୩. ଅମ୍ଳାନକ ପୁଷ୍ପ —୩. The globe amaranthe flower.