Jump to content

ଯୂଥ ନାଥ

ଉଇକିଅଭିଧାନ‌ରୁ

ଯୂଥ ନାଥ

ଉଚ୍ଚାରଣ

[ସମ୍ପାଦନା]

ଯୂଥପ, ଯୂଥପତି, ଯୂଥମୁଖ୍ୟଅନ୍ୟରୂପ

ସଂସ୍କୃତ - ବିଶେଷଣ - ପୁଂ—(୬ଷ୍ଠୀ ତତ୍)

[ସମ୍ପାଦନା]
୧. ଅରଣ୍ୟବାସୀ ଜୀବଦଳର ନେତା ବା ଦଳପତି —୧. The leader of a herd of wild animals.

[ଦ୍ରଷ୍ଟବ୍ୟ —ମାଙ୍କଡ଼ଙ୍କର ଗେଧ ଓ ହାତୀ ଙ୍କର ଦନ୍ତା ଯୂଥପତି ଅଟେ]


୨. ଅରଣ୍ୟ ହସ୍ତୀମାନଙ୍କର ନେତା —୨. The leader of a wild herd of elephants.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ସେନାପତି —A leader of an army.

[ଉ—ବଳବାନ ବୃନ୍ଦ ବନ୍ଦ ଯୂଥପେ ପୂର୍ଣ୍ଣ ଭଞ୍ଜ. ବୈଦେହୀଶବିଳାସ]