Jump to content

ଯୂପ କଟକ

ଉଇକିଅଭିଧାନ‌ରୁ

ଯୂପ କଟକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଯୁପର ଅଗ୍ରଭାଗରେ ଖୋଦିତ ଡିମ୍ୱିରି ଫଳପରି ବା ବଳୟାକାର ଗୋଳକ —୧. A wooden ball carved on the top of a sacrificial post.
୨. ଯୂପ ମୂଳରେ ବା ଅଗରେ ନିହିତ ଲୌହ ବା କାଷ୍ଠବଳୟ —୨. An iron or wooden ring attached to the foot or top of a sacrificial post.