Jump to content

ଯୂଷ

ଉଇକିଅଭିଧାନ‌ରୁ

ଯୂଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ଯୁଷ୍ ଧାତୁ+କର୍ତ୍ତୃ.ଅ)

[ସମ୍ପାଦନା]
୧. ଝୋଳ; କାଥ — ୧. Broth; soup.
୨. ମୁଗ ଆଦିର ସିଝା ପାଣି; ୧୮: ଗୁଣ, ମତାନ୍ତରରେ ୪ ଗୁଣ, ଜଳରେ ଡାଲି ସିଝା ହୋଇ ଥିବା ପାଣି —୨. pease soup; porridge
୩. ବ୍ରହ୍ମଦାରୁ; ତୁତ୍ଥ ବୃକ୍ଷ —୩. The Indian mulberry tree; Morus Indica.