Jump to content

ଯେଉଁଠି

ଉଇକିଅଭିଧାନ‌ରୁ

ଯେଉଁଠି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଯେଉ(ଉଁ)ଠା(ଠେ)ଇଁ, ଯେଉ(ଉ)ଠାରେ,ଯେଉଁଠେଅନ୍ୟ ୭ମୀ ବିଭକ୍ତି ରୂପ

ଗ୍ରାମ୍ୟ - ସର୍ବ (ଯେଉଁଠା ଶବ୍ଦର ୭ମୀ ବିଭକ୍ତି ୧ ବଚନ

[ସମ୍ପାଦନା]
୧. ଯେଉଁ ସ୍ଥାନରେ — ୧. At which place; where.
୨. ଯେଉଁ ବିଷୟରେ — ୨. In which matter.

ସର୍ବନାମ—ଯେଉଁ ସ୍ଥାନ — Which place.

[ଦ୍ରଷ୍ଟବ୍ୟ —ଯେଉଁଠି ଶବ୍ଦର ୨ୟା ବିଭକ୍ତିରେ—ଯେଉଁଠିକି (କୁ), ୫ମୀ ବିଭକ୍ତିରେ ଯେଉଁଠିରୁ ଯେଉଁଠୁ, ୬ଷ୍ଠୀରେ ଯେଉଁଠିର, ଯେଉଁଠିକା, ଯେଉଁଠିକାର, ୭ମୀ ବିଭକ୍ତିରେ ଯେଉଁଠି, ଯେଉଁଠେଇଁ ହୁଏ]