Jump to content

ଯେଉଠୁ

ଉଇକିଅଭିଧାନ‌ରୁ

ଯେଉଠୁ

ଉଚ୍ଚାରଣ

[ସମ୍ପାଦନା]

[ସେଇ (ହି)ଠଉଁ—ଆପେକ୍ଷିକ ଶବ୍ଦ]

(ଯେଉଠଉଁ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ସର୍ବନାମ (ଯେଉଁଠା ବା ଯେଉଁଠି ଶବ୍ଦର ୫ମୀ ବିଭକ୍ତି, ୧ବ)

[ସମ୍ପାଦନା]
୧. ଯେଉଁ ସ୍ଥାନରୁ — ୧. From which place; whence.
୨. ଯେଉଁ ସମୟରୁ —୨. From which time.
୩. ଯେଉଁ ବ୍ୟକ୍ତିଠାରୁ —୩. From which person.

ଗ୍ରାମ୍ୟ - ଅ

[ସମ୍ପାଦନା]
୧. ଯେହେତୁ —Whereas

(ଯଥା—ମୁଁ ଯେଉଠଉଁ ତାକୁ ପାଟି ନ ଫିଟାଇଲି, ସେ ମୋ ପାଖରୁ ଉଠି ଚାଲିଗଲା)

୨. ଯେବେ — ୨. When.
୩. ଯେଣୁ; କାରଣ — ୩. Because; as.

(ଯଥା—ଯେଉଁ ଠଉଁ ମେଘ ଉଠାଇଲା ଆମେ ସମସ୍ତେ ଘରକୁ ପଳାଇଗଲୁଁ)