ଯେଉ କ୍ଷଣି
ଦେଖଣା
ଯେଉ କ୍ଷଣି
ଉଚ୍ଚାରଣ
[ସମ୍ପାଦନା]ଯେଉ(ଉ)ଖି (କ୍ଷି, ଛି,ଛୁ) ଣି, ଯେଉ (ଉଁ) ଖି (ଛି, ଛୁ) ଣିକା ଗ୍ରାମ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା][ସେଇ(ହି) କ୍ଷ (ଖି, ଛି, ଛୁ, କ୍ଷି)ଣି—ଆପେକ୍ଷିକ ଶବ୍ଦ]
ଦେଶଜ - ଅ. (ସଂସ୍କୃତ - ଯତ୍କ୍ଷଣଂ)
[ସମ୍ପାଦନା]- ୧. ଯେଉଁ ମୁହୂର୍ତ୍ତରେ; ଯେତେବେଳେ; ଯେତିକିବେଳେ — ୧. At which time; at which moment.
(ଉ—ଯେଉଁକ୍ଷଣି ଏହା କହିଲେ ଯୁଧିଷ୍ଠିର— କୃଷ୍ଣସିଂହ ମହାଭାରତ ସଭା)
- ୨. ମାତ୍ରକେ —୨. No sooner than.