ଯେଉ ଠିଁ
ଦେଖଣା
ଯେଉ ଠିଁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଯେଉ(ଉଁ)ଠା(ଠେ)ଇଁ, ଯେଉ(ଉ)ଠାରେ,ଯେଉଁଠେଅନ୍ୟ ୭ମୀ ବିଭକ୍ତି ରୂପ
ଗ୍ରାମ୍ୟ - ସର୍ବ (ଯେଉଁଠା ଶବ୍ଦର ୭ମୀ ବିଭକ୍ତି ୧ ବଚନ
[ସମ୍ପାଦନା]- ୧. ଯେଉଁ ସ୍ଥାନରେ — ୧. At which place; where.
- ୨. ଯେଉଁ ବିଷୟରେ — ୨. In which matter.
ସର୍ବନାମ—ଯେଉଁ ସ୍ଥାନ — Which place.
[ଦ୍ରଷ୍ଟବ୍ୟ —ଯେଉଁଠି ଶବ୍ଦର ୨ୟା ବିଭକ୍ତିରେ—ଯେଉଁଠିକି (କୁ), ୫ମୀ ବିଭକ୍ତିରେ ଯେଉଁଠିରୁ ଯେଉଁଠୁ, ୬ଷ୍ଠୀରେ ଯେଉଁଠିର, ଯେଉଁଠିକା, ଯେଉଁଠିକାର, ୭ମୀ ବିଭକ୍ତିରେ ଯେଉଁଠି, ଯେଉଁଠେଇଁ ହୁଏ]