Jump to content

ଯେଝା

ଉଇକିଅଭିଧାନ‌ରୁ

ଯେଝା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

[ଯେ ଯାହା—ଅନ୍ୟରୂପ]

ଦେଶଜ - ସର୍ବ (ସ. ଯୋଯସ୍ୟ)

[ସମ୍ପାଦନା]
୧. ଯେ ଯାହାର, ଯେଉଁ ବ୍ୟକ୍ତି ଯାହାର (ପ୍ରତ୍ୟେକ ବ୍ୟକ୍ତି ଆପଣାର) — ୧. The person whose; each person his

(ଉ—ପିଲାମାନେ ପାଠ ପଢ଼ି ସାରି ଯେଝା ଘରକୁ ଯାଆନ୍ତି)

୨. ପ୍ରତ୍ୟେକ ବ୍ୟକ୍ତିଙ୍କର — ୨. Every body's.

(ଉ—ଯେଝା ହାତରେ ଯେ ଚଉଦ ପାଆ—ଢଗ)

[ଦ୍ରଷ୍ଟବ୍ୟ —ଯେଝା ଶବ୍ଦର ଆପେକ୍ଷିକ ଶବ୍ଦ ରୂପେ 'ଯେ' ବା 'ସେ' ବ୍ୟବହୃତ ହୁଏ, ଯଥା—ଯେଝା ଘକକୁ ଯେ (ସେ) ଯାଉ]