Jump to content

ଯେଣୁଁ

ଉଇକିଅଭିଧାନ‌ରୁ

ଯେଣୁଁ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

[ତେଣୁ(ଣୁଁ)—ଆପେକ୍ଷିକ ଶବ୍ଦ]

ଦେଶଜ - ଅ

[ସମ୍ପାଦନା]
୧. ଯେଉଁ ଆଡ଼ୁ; ଯେଉଁ ଦିଗରୁ — ୧. From which side or direction.
୨. ଯେହେତୁ —୨. Because; whereas.

(ଉ—ସବୁ ରାଜସୁତ—ଦର୍ପ ଏଥି ଯେଣ ହେଲାଟି ଚୂନା, ଦର୍ପି—ଦର୍ପଦ୍ୱର—ସ୍ଥଳା ବୋଲି ଅଛି କଥା ପୁରୁଣା ରାଧାନାଥ—ଉଷା)