ଯେଣେ ଇଚ୍ଛା ସେଣେ
ଦେଖଣା
ଯେଣେ ଇଚ୍ଛା ସେଣେ
ଉଚ୍ଚାରଣ
[ସମ୍ପାଦନା][ଯେଣେଚ୍ଛା ତେଣେ—ଗ୍ରାମ୍ୟରୂପ]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଯେଣେ ଇଚ୍ଛା ସେଣେ
|
ଦେଶଜ - ଅ
[ସମ୍ପାଦନା]ଯେ କୌଣସି ସ୍ଥାନକୁ ବା ଦିଗକୁ —To whichever place.
(ଉ—ଯେଣେ ଇଚ୍ଛା ତେଣେ ଯା, କର୍ମ ଘିନି ବୁଲୁ ଥା ଢଗ)