Jump to content

ଯେତିକି

ଉଇକିଅଭିଧାନ‌ରୁ

ଯେତିକି

ଉଚ୍ଚାରଣ

[ସମ୍ପାଦନା]

(ତେତିକି, ସେତିକି—ଆପେକ୍ଷିକ ଶବ୍ଦ)

  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ସର୍ବ. ଓବିଶେଷଣ - (ତୁଳ. ପ୍ରା. ଜେତ୍ତିକ)

[ସମ୍ପାଦନା]
୧. ଯେତେ ପରିମାଣ ବା ପରିମିତ —୧. As much.

[ଉ—ଅବନୀରେ ପଶୁ ଯେ ଅଛନ୍ତି ଯେତିକି କୃଷ୍ଣସିଂହ. ମହାଭାରତ. ଆଦି]