Jump to content

ଯେତେ

ଉଇକିଅଭିଧାନ‌ରୁ

ଯେତେ

ଉଚ୍ଚାରଣ

[ସମ୍ପାଦନା]

(ଯେତେକ—ଅନ୍ୟରୂପ)

[ଯେତେକଇଁ—ଗ୍ରାମ୍ୟରୂପ]

  • (file)
  • (file)

ଅନୁବାଦ

[ସମ୍ପାଦନା]

(ତେତେ, ସେତେ—ଆପେକ୍ଷିକ ଶବ୍ଦ)

ଦେଶଜ - ସର୍ବ (ସଂସ୍କୃତ - ଯତ୍ତୁ; ପ୍ରା. ଜତ୍ତ)

[ସମ୍ପାଦନା]

ଯାବତ୍ ପରିମିତ — As much as.

[ଉ—ମତେ ଯେତେ ମାଠିବୁ ମାଠ୍, ମୁଁ ସେହି ଦରପୋଡ଼ା କାଠ୍ ଢଗ]