ଯେତେକ
(ବସ୍ତୁ ବା ବ୍ୟକ୍ତି) ଯାବତୀୟ; ସମୁଦାୟ —All whatever; all whoever (things or persons)
[ଉ—ଲଙ୍କା— ଗଡୁଁ ଯେତେକ ଜାତ, ସମସ୍ତେ ଅସୁରଙ୍କ ସୁତ ଢଗ]