Jump to content

ଯେତେଠା

ଉଇକିଅଭିଧାନ‌ରୁ

ଯେତେଠା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଯେତେଠାଆ—ଅନ୍ୟରୂପ)

ଗ୍ରାମ୍ୟ - ସର୍ବ

[ସମ୍ପାଦନା]

ଯେତେ ସ୍ଥାନ —As many places.

[ଦ୍ରଷ୍ଟବ୍ୟ —ଯେତେଠା(ଠି) ଶବ୍ଦର— ୨ୟା ବିଭକ୍ତି—ଯେତେଠାରୁ, ଯେତେଠିକୁ (କି); ୫ମୀ ବିଭକ୍ତି—ଯେତେଠାରୁ, ଯେତେଠଉଁ, ଯେତେଠୁଁ; ୬ଷ୍ଠୀ ବିଭକ୍ତି—ଯେତେଠାର; ୭ମୀ—ଯେତେଠାରେ, ଯେତେଠିଁ, ଯେତେଠା(ଠେ)ଇଁ]