ଯେତେଠାକୁ
ଦେଖଣା
ଯେତେଠାକୁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଯେତେଠାକୁ
|
ଗ୍ରାମ୍ୟ - ଅ
[ସମ୍ପାଦନା]- ୧. ଯେତେ ସ୍ଥାନରେ —୧. To as many places.
- ୨. ଯେତେ ଲୋକଙ୍କ ନିକଟକୁ —To as many people.
(ଯେତେଠାଆକୁ, ଯେତେଠା(ଠେ)ଇଁକି, ଯେତେଠିକି, ଅନ୍ୟରୂପ) ===
[ସେତେଠାକୁ, ସେତେଠିକି, ସେତେଠେଇଁକି—ଆପେକ୍ଷୀକ ଶବ୍ଦ]