ଯେତେ ମତେ
[ସେ(ତେ)ତେ ମତେ—ଆପେକ୍ଷିକ ଶବ୍ଦ]
ଯେତେ ପ୍ରକାରେ —In as many ways.
[ଉ—ବିଦୁର ଥିବାଠାରେ ତାହା କଦାଚିତେ, ନ କହିବୁଁଟିପଚାରିଲେ ଯେତେମତେ କୃଷ୍ଣସିଂହ. ମହାଭାରତ ଆଦି]