ଯେନ ତେନ
ଦେଖଣା
ଯେନ ତେନ
ଉଚ୍ଚାରଣ
[ସମ୍ପାଦନା]ଯେନ କେ (ତେ)ନ ପ୍ରକାରେ, ଯେନ କେ (ତେ)ନ ପ୍ରକାରେଣ, ଯେନ କେ (ତେ)ନ କରି ଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଯେନ ତେନ
|
ଦେଶଜ - କ୍ରି.ବିଶେଷଣ - (ସଂସ୍କୃତ - ଯେନକେନ [ତେନ] ପ୍ରକାରେଣ)
[ସମ୍ପାଦନା]- ୧. ଯେ କୌଣସି ଉପାୟରେ; ଯେ କୌଣସି ପ୍ରକାରେ —୧. Anyhow; by means fair or foul; by any means.
- ୨. ଅତି କଷ୍ଟରେ —୨. With great difficulty.