Jump to content

ଯେବେ

ଉଇକିଅଭିଧାନ‌ରୁ

ଯେବେ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ତେବେ—ଆପେକ୍ଷିକ ଶବ୍ଦ)

ଦେଶଜ - ଅ (ସଂ ଯଦା; ଯଦାବା)

[ସମ୍ପାଦନା]
୧. ଯେଉଁ ସମୟରେ — ୧. When; at which time.

[ଉ—ବିଷୟାରତ ଚିତ୍ତ ଯେବେ, ଜୀବର ବଦ୍ଧଭାବ ତେବେ ଜଗନ୍ନାଥ. ଭାଗବତ]

୨. ଯଦି —୨. If.

[ଉ—କଳି ଯେବେ କରି ବସିବୁ, ସାଙ୍ଗରେ ଥିବ ଭାଇ ଢଗ]