Jump to content

ଯେବେ ଯେବେ

ଉଇକିଅଭିଧାନ‌ରୁ

ଯେବେ ଯେବେ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ତେବେ, ତେବେତେବେ—ଆପେକ୍ଷିକ ଶବ୍ଦ)

ଦେଶଜ - ଅ

[ସମ୍ପାଦନା]
୧. ଯେ କୌଣସି ସମୟମାନଙ୍କରେ; ଯେଉଁ ଯେଉଁ ସମୟରେ —୧. At times; on those occasions.

(ଯଥା—ଯେବେ ଯେବେ ସେ ରାଜଦ୍ୱାରକୁ ଆସୁଥିବେ ତେବେ ତେବେ ତାଙ୍କୁ ଟଙ୍କାଟିଏ ଲେଖାଏଁ ରାଜ ଭଣ୍ଡାରରୁ ଦିଆଯାଉଥିବ)