Jump to content

ଯେସାକୁ ତେସା

ଉଇକିଅଭିଧାନ‌ରୁ

ଯେସାକୁ ତେସା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବାକ୍ୟ (ହିନ୍ଦୀ - ଜୈସାକୋ ତୈସା; କୌଣସି ବ୍ୟକ୍ତିକୁ ଉପଯୁକ୍ତ ବ୍ୟବହାର ବା ପ୍ରତିଶୋଧ କରାଗଲେ ଏହି ବଚନ ବୋଲାଯାଏ)

[ସମ୍ପାଦନା]

ଯେ ଯେଉଁପରି ଲୋକ ତାକୁ ସେହିପରି ବ୍ୟବହାର — Deserving treatment to a person.

ବିଶେଷ୍ୟ -

[ସମ୍ପାଦନା]

ଯଥୋପଯୁକ୍ତ ବ୍ୟବହାର —Tit for tat.

ଯଥୋପଯୁକ୍ତରୂପେ —In return.