ଯେ ଗାଙ୍ଗ
=== ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)
ପତଞ୍ଜଳିଙ୍କ ଯୋଗସାସ୍ତ୍ର ମତରେ ଯୋଗସାଧନାର୍ଥେ ଆବଶ୍ୟକ ଆଠ ଗୋଟି ଉପାୟ (ଯଥା—ଯନ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାନ, ଧାରଣା ଓ ସମାଧି (ହିନ୍ଦୀ - ଶ) —The ୮ means of attaining J̄oga (Apte).