Jump to content

ଯେ ସେ ଲୋକ

ଉଇକିଅଭିଧାନ‌ରୁ

ଯେ ସେ ଲୋକ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ -

[ସମ୍ପାଦନା]
୧. ଯେ କୌଣସି ଲୋକ —୧. Anyone.
୨. ଅନ୍ୟ କୌଣସି ବ୍ୟକ୍ତି —୨. Any other person.
୩. ସାଧାରଣ ବ୍ୟକ୍ତି —୩. An ordinary person.

(ଉ—ପରମାଣିକ ପୁଅ, ପରମାଣିକ ହେବ, କିମ୍ୱା ତାହା ବଂଶରୁ କେହି ଜଣେ ହେବ, ଯେସେ ଲୋକ ହୋଇ ପାରିବ ନାହିଁ ଫକୀରମୋହନ. ଛମାଣ ଆଠଗୁଣ୍ଠ)