Jump to content

ଯୋକ୍ତ୍ର

ଉଇକିଅଭିଧାନ‌ରୁ

ଯୋକ୍ତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଯୁଜ୍ ଧାତୁ+କରଣ. ତ୍ର)

[ସମ୍ପାଦନା]
୧. ଯୋତ; ଲଙ୍ଗଳ— ଦଉଡ଼ି; ଯେଉଁ ଦଉଡ଼ିଦ୍ୱାରା ଈଶକୁ ଯୁଆଳି ସଙ୍ଗେ ବନ୍ଧାଯାଏ —୧. The rope that ties the beam with the yoke.

[ଦ୍ରଷ୍ଟବ୍ୟ —ଏହାର ଅପଭ୍ରଂଶ ଶବ୍ଦ ଯୋତ]

୨. (+ଅଧିକରଣ. ତ୍ର)—ଯୁଆଳି — ୨. Yoke.