Jump to content

ଯୋଗକୁ

ଉଇକିଅଭିଧାନ‌ରୁ

ଯୋଗକୁ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ.

[ସମ୍ପାଦନା]
୧. ଘଟନା ଚକ୍ରରେ —୧. Incidentally.
୨. ଘଟନାକ୍ରମେ —୨. In the course of event.
୩. ଭାଗ୍ୟକ୍ରମେ —୩. As luck would have it.
୪. ସୁଯୋଗକ୍ରମେ —୪. Fortunately; lucky.
୫. ଦୈବାତ୍ —୫. Accidentally; by chance.

(ଯଥା—ଯୋଗକୁ ଆପଣଙ୍କୁ ଭେଟିଲି ନଚେତ୍ ଆପଣଙ୍କୁ ଖୋଜି ଖୋଜି ବଡ଼ ହଟହଟା ହୋଇ ଥାଆନ୍ତି )