ଯୋଗଜ
ଦେଖଣା
ଯୋଗଜ
ଉଚ୍ଚାରଣ
[ସମ୍ପାଦନା]ଯଗଜନ୍ୟ, ଯୋଗଜନିତ, ଅନ୍ୟ ବିଣରୂପ
ସଂସ୍କୃତ - ବିଶେଷଣ - (ଯୋଗ + ଜନ୍ ଧାତୁ + କର୍ତ୍ତୃ. ଅ)
[ସମ୍ପାଦନା]୧. Caused by mixing up many things
- ୨. ଯୌଗିକ —୨. Resulting from a compound.
- ୩. ଯୋଗାଭ୍ୟାସରୁ ଜାତ —୩. Resulting from the exercise of J̄oga.
ବିଶେଷ୍ୟ -
[ସମ୍ପାଦନା]- ୧. ଅଗୁରୁ —୧ ୧. Aloes-wood; agallochum.
- ୨. ପ୍ରତ୍ୟକ୍ଷସାଧନ ଅଲୌକିକ ସନ୍ନିକର୍ଷ ବିଶେଷ —୨. Extraordinary or supernatural proximation.
[ ଦ୍ର—ଏହି ଦ୍ୱିବିଧ ଯଥା—ଯୁକ୍ତ ଓ ଯୁଞ୍ଜନ; ଯୋଗସାଧନର ଏ ଅବସ୍ଥା ଘଟିଲେ ସାଧକ ଦର୍ଶକମାନଙ୍କୁ ଆଲୌକିକ ବସ୍ତୁମାନ ଦେଖାଇ ପାରେ ଓ ନିଜେ ଦେଖିପାରେ —ହିନ୍ଦୀ - ଶ. ]
- ୩. ଯୋଗଭ୍ୟାସ ଜନିତ ଧର୍ମ —୩. Results arising from the practice of austerities or penance.