Jump to content

ଯୋଗଜନ୍ମା

ଉଇକିଅଭିଧାନ‌ରୁ

ଯୋଗଜନ୍ମା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ. (ଯୋଗ+ଜନ୍ମନ୍; ୧ମା. ୧ବ.)

[ସମ୍ପାଦନା]
୧. ଯେଉଁ ବ୍ୟକ୍ତି ଶୁଭଯୋଗରେ ଜନ୍ମଗ୍ରହଣ କରି ଥାଆନ୍ତି ଓ ସେଥିଯୋଗୁଁ ଜଗତରେ ଅସାଧାରଣ ଗୁଣ ଓ କୀର୍ତ୍ତିସମନ୍ୱିତ ହୁଅନ୍ତି; କ୍ଷଣଜନ୍ମା —୧. Born under auspious stars; born under the influence of auspicious planets.
୨. ସବିଶଷ ଭାଗ୍ୟବାନ୍ —୨. Very lucky
୩. କୀର୍ତ୍ତିଶାଳୀ; ଯଶସ୍ୱୀ —୩. Famous.