Jump to content

ଯୋଗତଃ

ଉଇକିଅଭିଧାନ‌ରୁ

ଯୋଗତଃ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - କ୍ରି. ବିଶେଷଣ - (ଯୋଗ + ତସ୍)

[ସମ୍ପାଦନା]
୧. ଉପଯୁକ୍ତରୂପେ — ୧. Suitably; Properly.
୨. ସମୟାନୁରୂପ — ୨. Seasonably; timely; in the proper moment; in due season.
୩. ଯୋଗରେ — ୩. By virtue of or through J̄oga.
୪. ଏକଯୋଗ ହୋଇ —୪. Conjointly.
୫. ଯୋଗରୁ; ଯୋଗର ଫଳରେ —୫. From junction; as a result of J̄oga.
୬. ଅନୁସାରେ —୬. In accordance with; according to (Apte).
୭. କୁହୁକଦ୍ୱାରା —୭. By the power of magic (Apte)