ଯୋଗନିଦ୍ରା
=== ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)
ଅଳ୍ପନିଦ୍ରା; ତନ୍ଦ୍ରା; ଜାଗ୍ରତ ଅଥଚ ସୁପ୍ତାବସ୍ଥା —Light sleep; wakefulness in sleep.