Jump to content

ଯୋଗବାହ

ଉଇକିଅଭିଧାନ‌ରୁ

ଯୋଗବାହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଯୋଗ+ବହ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ଅନୁସ୍ୱାର ଓ ବିସର୍ଗ ଏହି ଦୁଇଟି ଜିହ୍ୱାମୂଳୀୟ ଓ ଉପଧ୍ମାନୀୟ ବର୍ଣ୍ଣ —୧. The two letters ଂ (ṁ) and ଃ (Aspirate ḥ)

[ଦ୍ରଷ୍ଟବ୍ୟ —'ଅଯୋଗବାହ' ଶବ୍ଦ ମଧ୍ୟ ଏହି ଅର୍ଥରେ ପ୍ରଯୁକ୍ତ ହୁଏ ]

୨. ଏକ ଦ୍ରବ୍ୟ ଅନ୍ୟ ଦ୍ରବ୍ୟ ସହିତ ମିଳିତ ହେଲେ ଉକ୍ତ ଦ୍ରବ୍ୟର ନାନା ରୋଗ ନାଶ କରିବାର ଗୁଣ—(ହରେକୃଷ୍ଣ ଦ୍ରବ୍ୟଗୁଣ) —୨. The power of curing many diseases possessed by an article when mixed with others.