ଯୋଗବାହୀ
ଦେଖଣା
ଯୋଗବାହୀ
ଉଚ୍ଚାରଣ
[ସମ୍ପାଦନା](ଯୋଗବାହିନୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ଯୋଗ + ବହ. ଧାତୁ + କର୍ତ୍ତୃ. ଇନ୍; ୧ ମା. ୧ ବ)
[ସମ୍ପାଦନା]ଯୋଗଦ୍ୱାରା ବହନଶୀଳ —Carrying or conveying by 'J̄oga'
ବିଶେଷ୍ୟ -
[ସମ୍ପାଦନା]- ୧. ଔଷଧାଦିର ମିଶ୍ରଣର ମଧ୍ୟବର୍ତ୍ତୀ ଉପାଦାନ ବିଶେଷ; ଭେଷଜାଙ୍ଗ ବିଶେଷ; ଯେଉଁ ଦ୍ରବ୍ୟ ଏକ ବା ବହୁ ଦ୍ରବ୍ୟ ସଙ୍ଗେ ମିଶାଗଲେ ଉକ୍ତ ଔଷଧ ସେବନଯୋଗ୍ୟ ହୁଏ, ଯଥା ମହୁ —୧. A menstrum or medium for mixing medicines to make them eatable; e.g. honey.
- ୨. କ୍ଷାର ବିଶେଷ; ସାଜି ଖାର —୨. Alkali.
- ୩. ପାରଦ; ପାରା — ୩. Mercury.