Jump to content

ଯୋଗବିଢ୍

ଉଇକିଅଭିଧାନ‌ରୁ

ଯୋଗବିଢ୍

ଉଚ୍ଚାରଣ

[ସମ୍ପାଦନା]
(ଯୋଗବିଦ୍—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଯୋଗ+ବିଦ୍ ଧାତୁ+କର୍ତ୍ତୃ.କ୍ୱିପ୍; ୧ମା. ୧ବ)

[ସମ୍ପାଦନା]
୧. ଯୋଗାଭ୍ୟାସକାରୀ —୧. Practising 'J̄oga'.
୨. ଯୋଗଶାସ୍ତ୍ରଜ୍ଞ —୨. Well conversant with the rules of J̄oga.
୩. ପାରଙ୍ଗମ —୩. Skilful (Apte).
୪. ଚତୁର — ୪. Cleve (Apte)

ବିଶେଷ୍ୟ -

[ସମ୍ପାଦନା]
୧. ଯୋଗୀ; ତାପସ; ଯୋଗାବ୍ୟାସୀ ବ୍ୟକ୍ତି — ୧. Ascetic, a practiser of J̄oga.
୨. ଯାଦୁ ଗର —୨. Magiciean.
୩. ଯୋ ଔଷଧାଦି ମିଶ୍ରିତ କରେ —୩. A compounder of medicines (Apte).
୪. ଯୋଗଦର୍ଶନ ମତାନୁସାରୀ ବ୍ୟକ୍ତି — ୪. A follower of the J̄oga doctrines.
୫. ଶିବ (ହିନ୍ଦୀ - ଶ) —୫. Ṡiba (Apte)