ଯୋଗବିତ୍
ଦେଖଣା
ଯୋଗବିତ୍
ଉଚ୍ଚାରଣ
[ସମ୍ପାଦନା](ଯୋଗବିଦ୍—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ଯୋଗ+ବିଦ୍ ଧାତୁ+କର୍ତ୍ତୃ.କ୍ୱିପ୍; ୧ମା. ୧ବ)
[ସମ୍ପାଦନା]- ୧. ଯୋଗାଭ୍ୟାସକାରୀ —୧. Practising 'J̄oga'.
- ୨. ଯୋଗଶାସ୍ତ୍ରଜ୍ଞ —୨. Well conversant with the rules of J̄oga.
- ୩. ପାରଙ୍ଗମ —୩. Skilful (Apte).
- ୪. ଚତୁର — ୪. Cleve (Apte)
ବିଶେଷ୍ୟ -
[ସମ୍ପାଦନା]- ୧. ଯୋଗୀ; ତାପସ; ଯୋଗାଭ୍ୟାସୀ ବ୍ୟକ୍ତି — ୧. Ascetic, a practiser of J̄oga.
- ୨. ଯାଦୁ ଗର —୨. Magician.
- ୩. ଯେ ଔଷଧାଦି ମିଶ୍ରିତ କରେ —୩. A compounder of medicines (Apte).
- ୪. ଯୋଗଦର୍ଶନ ମତାନୁସାରୀ ବ୍ୟକ୍ତି — ୪. A follower of the J̄oga doctrines.
- ୫. ଶିବ (ହିନ୍ଦୀ - ଶ) —୫. Ṡiba (Apte)