ଯୋଗବିଭାଗ
ଦେଖଣା
ଯୋଗବିଭାଗ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)
[ସମ୍ପାଦନା]- ୧. ମିଶ୍ର ବସ୍ତୁର ପୃଥକ୍କରଣ — ୧. Separation of that which is usually combined together (Apte).
- ୨. ସୂତ୍ରର ଶବ୍ଦମାନଙ୍କ ପୃଥକ୍କରଣ —୨. The separation of the words of a sutra (Apt) or
aphorism
- ୩. ବିଧିକୁ ଭାଙ୍ଗି କରି ଏକାଧିକ ବିଧିରେ ପରିଣତ କରିବା —୩. The splitting up of one rule into two or more (Apte).