Jump to content

ଯୋଗରାଜ

ଉଇକିଅଭିଧାନ‌ରୁ

ଯୋଗରାଜ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଯୋଗରେ ସିଦ୍ଧହସ୍ତ ବ୍ୟକ୍ତି —୧. One well vorsed in J̄oga (Apte).
୨. ଆୟୁ ର୍ବେଦୋକ୍ତ ଔଷଧ ବିଶେଷ —୨. A kind of medicinal preparation.

[ ଦ୍ର—ଯୋଗରାଜ ଗୁଗ୍ଗୁଳର ପ୍ରଧାନ ଉପକରଣ ଗୁଗ୍ଗ ଳ ଅଟେ ଓ ଏହା ଗଣ୍ଠିବାତ ଆଦିରେ ବିଶେଷ ଉପକାରପ୍ରଦ—(ହିନ୍ଦୀ - ସ)]