Jump to content

ଯୋଗାଚାର

ଉଇକିଅଭିଧାନ‌ରୁ

ଯୋଗାଚାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଯୋଗ ସାଧନ (ଦେଖ) - —୧. J̄oga sādhana (See)
୨. ବୌଦ୍ଧ ପଣ୍ଡିତ— ବିଶେଷ —୨. A sect of Buddhist philosophers.
୩. ବୌଦ୍ଧ ଦର୍ଶନର ମତ ବିଶେଷ —୩. A doctrine of Buddhist philosophy.

[ ଦ୍ର—ଏହି ମତରେ ବାହ୍ୟ ବସ୍ତୁ ସବୁ ଶୂନ୍ୟ ଓ ବିଜ୍ଞାନହିଁ ଚିରସ୍ଥାୟୀ]