ଯୋଗାଧି
=== ଦେଶଜ - ବିଶେଷଣ - (ସଂସ୍କୃତ - ଯୋଗାରାଧକ)
ଯୋଗନିରତ; ଯୋଗାରୂଢ଼ —Engaged in deep meditation.
[ ଉ—ଇଶ୍ୱର ଯୋଗାଧି ପୁରୁଷ, ତାହାକୁ ଏ କଥା ଅଦୃଶ ପ୍ରାଚୀ. ନିର୍ଗୁଣ ମାହାତ୍ମ୍ୟ]