Jump to content

ଯୋଗାରୁଢ଼

ଉଇକିଅଭିଧାନ‌ରୁ

ଯୋଗାରୁଢ଼

ଉଚ୍ଚାରଣ

[ସମ୍ପାଦନା]
(ଯୋଗାରୂଢା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଂ. (୭ମୀ ତତ୍; ଯୋଗ + ଆରୂଢ଼)

[ସମ୍ପାଦନା]

ଯୋଗନିରତ — Engaged in deep meditation.

ବିଶେଷ୍ୟ -

[ସମ୍ପାଦନା]

(ଗୀତା) କାମନାଶୂନ୍ୟ ଜିତେନ୍ଦ୍ରିୟ ଯୋଗୀ —An ascetic who has extinguished all desires and passions.